ଲାଂଚ ନେଇ ମହିଳା ପ୍ରିନ୍ସିପାଲ ଗିରଫ

ଲାଂଚ ନେଇ ମହିଳା ପ୍ରିନ୍ସିପାଲ ଗିରଫ

ଲାଂଚ ନେଇ  ମହିଳା ପ୍ରିନ୍ସିପାଲ ଗିରଫ
ଭୁବନେଶ୍ୱର: ୮୦ ହଜାର ଟଙ୍କା ଲାଂଚ ନେଇ କଲେଜ ପ୍ରିନ୍ସପାଲ ଗିରଫ ହୋଇଛନ୍ତି । ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷା ମିନତି ରଥଙ୍କୁ ଗିରଫ କରାଯାଇଛି । ଲାଇବ୍ରେରୀଆନଙ୍କ ଠାରୁ ଲାଂଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଛୁଟିରେ ଥିବାରୁ କାଗଜପତ୍ର ଠିକ କରାଇଦେବାକୁ ଲାଂଚ ନେଉଥିଲେ । ଲାଂଚ ନେଇଥିବା ନଗଦ ୮୦ ହଜାର ଟଙ୍କା ତାଙ୍କୁ ଠାରୁ ଜବତ କରାଯାଇଥିଲା ।