କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ

କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ

କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ
ଭୁବନେଶ୍ୱର: ଭୁବନେଶ୍ୱର ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଆଜି ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବୀରେ ଆଜି ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ୪ ର୍ଥ ସେମିଷ୍ଟରର ଥିଓରି ପରୀକ୍ଷା ମେ ୪ ରୁ ଜୁନ ୧୭ କୁ ଘୁଂଚିଲେ । ସେହିପରି ୪ ର୍ଥ ସେମିଷ୍ଟରର ପ୍ରାକ୍ଟିକାଲ ପରୀକ୍ଷା ମେ ୪ରେ ହେବ । କଲେଜ ଡେଲଭପମେଂଟ କାଉନସିଲ ନଦେ୍ର୍ଧଶକ ସନ୍ତେଷ ତ୍ରୀପାଠୀଙ୍କ ସୂଚନା ଦେଇଛନ୍ତି ।