ଓମଙ୍କ ନାଁରେ ଲୁକ ଆଉଟ ନୋଟିସ

ଓମଙ୍କ ନାଁରେ ଲୁକ ଆଉଟ ନୋଟିସ

ଓମଙ୍କ ନାଁରେ ଲୁକ ଆଉଟ ନୋଟିସ
ଭୁବନେଶ୍ୱର: ସତ୍ୟବାଦୀ ବୀରକିଶୋରପୁର ୭୮ ନଂ ବୁଥରେ ଇଭିଏମ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି । ଏଥିସହ ତାଙ୍କ ନାମରେ ମଧ୍ୟ ପଳାତକ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଇଭିଏମ ଭଙ୍ଗାରୁଜା ନେଇ ଓମପ୍ରକାଶଙ୍କ ନାମରେ ଅନେକ ଦଫା ଲାଗିଛି । ଏହି ଘଟଣାରେ ୨ ଅଭିଯୁକ୍ତ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି ।