ଲାଡେନ ପୁଅ ମୃତ !

ଲାଡେନ ପୁଅ ମୃତ !

ଲାଡେନ ପୁଅ ମୃତ !
ନୂଆଦିଲ୍ଲୀ:ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ର ମୃତ୍ୟୁ ଘଟିଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଆମେରିକା ଦାବି କରୁଛି । ହମଜା ବିନ୍ ର ମୃତ୍ୟୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଳାଗି ରହିଛି । ହମଜାର ମୃତ୍ୟୁ କିପରି ଓ କେଉଁଠି ହୋଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହମଜାର ମୁଣ୍ଡ ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କରିଥିଲା ଆମେରିକା ।