ଶିଶୁ ମଡକ ପାଇଁ ଗାଁରେ ଡାକ୍ତରୀ ଟିମ୍

ଶିଶୁ ମଡକ ପାଇଁ ଗାଁରେ ଡାକ୍ତରୀ ଟିମ୍

ଶିଶୁ ମଡକ ପାଇଁ ଗାଁରେ ଡାକ୍ତରୀ ଟିମ୍
ମାଲକାନଗିରି:ଅଜଣା ରୋଗରେ ଶିଶୁ ମଡକର ଯାଂଚ କରିବ ଡାକ୍ତରୀ ଟିମ୍ । କୋରାପୁଟ ମେଡିକାଲରୁ ଗଲା ସ୍ୱତନ୍ତ୍ର ଡାକ୍ତରୀ ଟିମ୍ । କାଲିମେଳା ଏମଭି-୭୯ ତାମନପଲ୍ଲୀରେ ଡାକ୍ତରୀ ଟିମ୍ ତନାଘନା ଚଳାଇଛନ୍ତି । ଶିଶୁଙ୍କ ମୃତୁ୍ୟର ସ୍ଥିତି ଜାଣିବା ପାଇଁ ଗାଁରେ ୭ ଦିନ ରହିବେ । ୧୫ ଦିନରେ ଅଜଣା ରୋଗରେ ୬ ଶିଶୁଙ୍କ ମୃତୁ୍ୟ ସହ ୭ ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି ।