ସମୁଦ୍ରରେ ଭାସିଗଲେ ଛାତ୍ର

ସମୁଦ୍ରରେ ଭାସିଗଲେ ଛାତ୍ର

ସମୁଦ୍ରରେ ଭାସିଗଲେ ଛାତ୍ର
ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଜଣେ ଛାତ୍ର ଭାସି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣ ହେଉଛି ଭବରଞ୍ଜନ ଦାସ । ଛାତ୍ର ଜଣକ ପୁରୀ ହୋଟଲ ସାମ୍ମାରେ ଦିଗବାରେଣୀ ଖୁଣ୍ଟି ନିକଟରେ ଗାଧୋଉ ଥିବା ଭାସିଯାଇଥିବା ଜଣାପଡିଛି। ସେ ୪ଜଣ ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉ ଥିଲେ। ହଠାତ ସେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ନିଖୋଜ ଛାତ୍ରଙ୍କୁ ଖୋଜୁଥିବା ଜଣାପଡିଛି।