ବନ୍ଧୁକ ଓ ଗୁଳି ଜବତ

ବନ୍ଧୁକ ଓ ଗୁଳି ଜବତ

ବନ୍ଧୁକ ଓ ଗୁଳି ଜବତ
ଜଗତସିଂହପୁର :ଗତକାଲି ରାତିରେ ଜଗତସିଂହପୁର ଜିଲ୍ଲାରେ ପୋଲିସ ଏସଭିଏମ କଲେଜ ନିକଟରେ ଚଢ଼ାଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ଗୋଟିଏ ପଏଣ୍ଟ ୨.୨ ଏୟାର ପିସ୍ତଲ ଓ ଗୋଟିଏ ବୁଲେଟ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ନିଆଳି ଅଞ୍ଚଳର ରତିରଞ୍ଜନ ପାଢ଼ୀ ଓ ନାଉଗାଁ କୋକିଢ଼ିହ ଗାଁର ରଞ୍ଜିତ ଦାଶ ।