ସିଜିଆଇ ଆରଟିଆଇ ପରିସରଭୁକ୍ତ

ସିଜିଆଇ ଆରଟିଆଇ ପରିସରଭୁକ୍ତ

ସିଜିଆଇ ଆରଟିଆଇ ପରିସରଭୁକ୍ତ
ନୂଆଦିଲ୍ଲୀ: ସୁପ୍ରିକକୋର୍ଟ ଆଉ ଏକ ବଡ ନିଷ୍ପତି ନେଇଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ହେଲେ ଆରଟିଆଇ ପରିସରଭୁକ୍ତ । ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧିକାର ପରିସରଭୁକ୍ତ । କିଛି ସର୍ତ ସହ ମୁଖ୍ୟ ବିଚାରପତିଙ୍କ ଅଫିସ ସୂଚନା ଅଧିକାର ପରିସରଭୁକ୍ତ । ଆଜି ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିକକୋର୍ଟ ଖଣ୍ଡପୀଠ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି ।