ସିଜେଆଇଙ୍କ ନାଁରେ ଅଭିଯୋଗ

ସିଜେଆଇଙ୍କ ନାଁରେ ଅଭିଯୋଗ

ସିଜେଆଇଙ୍କ ନାଁରେ ଅଭିଯୋଗ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ନିଜର ଜଣେ ଅଧସ୍ତନଙ୍କୁ ଯୌନ ଉତ୍ପୀଡନ ନେଇ ଅଭିଯୋଗ ହୋଇଛି । ଏନେଇ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନାମରେ ଅଭିଯୋଗ ହୋଇଥିବା ନେଇ ଏଏନଆଇ ସୂତ୍ରରୁ ପ୍ରକାଶ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମରେ ଆସିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ଜଣାଯାଇଛି । ତେବେ ଅଭିଯୋଗକୁ ଜଷ୍ଟିସ ଗୋଗଇ ଭିତ୍ତିହୀନ କହିଥିବା ଏଏନଆଇ ସୂତ୍ରରୁ ପ୍ରକାଶ ।