ସୂର୍ଯ୍ୟଙ୍କୁ ନିରଞ୍ଜନଙ୍କ ତାଚ୍ଛଲ୍ୟ

ସୂର୍ଯ୍ୟଙ୍କୁ ନିରଞ୍ଜନଙ୍କ ତାଚ୍ଛଲ୍ୟ

ସୂର୍ଯ୍ୟଙ୍କୁ ନିରଞ୍ଜନଙ୍କ ତାଚ୍ଛଲ୍ୟ
ଭୁବନେଶ୍ୱର: ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଲାଗି ଯୋଗ୍ୟ କହିବା ପ୍ରସଙ୍ଗରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ତାଚ୍ଛଲ୍ୟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଯୋଗ୍ୟ ମନ୍ତବ୍ୟ ସହ ଆଉ କେତେକ ମନ୍ତବ୍ୟ ଉପରେ ମଧ୍ୟ ଭତ୍ସନା କରିଛନ୍ତି ନିରଞ୍ଜନ । ସୂର୍ଯ୍ୟପାତ୍ରଙ୍କର ଗୋଟିଏ ଚିନ୍ତା ତାଙ୍କର ଚାକିରି କେମିତି ରହିବ । ସୂର୍ଯ୍ୟଙ୍କର କେବଳ ନିଜ ସୁରକ୍ଷା ଚିନ୍ତା ଓ ଚାକିରି ଚିନ୍ତା । ଯିଏ କହିପାରେ ନବୀନର ଆମେ ଚାକର ତାର ଷ୍ଟାଣ୍ଡର୍ଡ ଡିଁ ଏଇଆ । ଯିଏ କହେ କାଠ ପଥରକୁ କାହିଁକି ପୂଜୁଛ ନବୀନଙ୍କୁ ପୂଜ, ତା କଣ ଆଶା କରାଯିବ । ଏଭଳି କଥା କହି ନିରଞ୍ଜନ ତାଚ୍ଛଲ୍ୟ କରିଛନ୍ତି ।