ସେନା ଆଇନ ବଦଳାଇବ ପାକିସ୍ତାନ

ସେନା ଆଇନ ବଦଳାଇବ ପାକିସ୍ତାନ

ସେନା ଆଇନ ବଦଳାଇବ ପାକିସ୍ତାନ
ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ନ୍ୟାୟାଳୟର ନିଦେ୍ର୍ଧଶ ପରେ ନରମିଲା ପାକିସ୍ତାନ । କୁଳଭୂଷଣଙ୍କ ଅଧିକାର ଲାଗି ସେନା ଆଇନରେ ସଂଶୋଧନ କରିବ ପାକିସ୍ତାନ । କୁଳଭୂଷଣଙ୍କୁ ବେସାମରିକ କୋର୍ଟରେ ଆବେଦନ ଅଧିକାର ଦେବାକୁ ହେବ । ଏଥିପାଇଁ ପାକିସ୍ତାନକୁ ନିଦେ୍ର୍ଧଶ ଦେଇଥିଲେ ଅନ୍ତର୍ଜାତୀୟ ନ୍ୟାୟାଳୟ । ସାମରିକ କୋର୍ଟ ଓ ସେନା ଆଇନ ଅଧୀନରେ କୁଳଭୂଷଣଙ୍କ ବିଚାର ଚାଲିଛି ।