ହାଇକୋର୍ଟରେ ଦାମଙ୍କୁ ମିଳିଲା ଆଶ୍ୱସ୍ତି

ହାଇକୋର୍ଟରେ ଦାମଙ୍କୁ ମିଳିଲା ଆଶ୍ୱସ୍ତି

ହାଇକୋର୍ଟରେ ଦାମଙ୍କୁ ମିଳିଲା ଆଶ୍ୱସ୍ତି
ହାଇକୋର୍ଟରେ ପାରାଦୀପ ବିଧାୟକ ଦାମଦୋର ରାଉତଙ୍କୁ ଆଶ୍ୱସ୍ତି ମିଳିଛି । ଏକ ସାଧାରଣ ସଭାରେ ଦାମ ଜାତିଆଣ ବିବାଦ ଦେଇଥିଲେ । ଯାହାକୁ ନେଇ ଅନେକ ବିର୍ତକ ହୋଇଥିବା ବେଳେ ଏନେଇ ଏତଲା ମଧ୍ୟ ହୋଇଥିଲା । ଏବେ ଏହି ମାମଲାକୁ ଖାରଜ କରିବା ପାଇଁ ଡାକ୍ତର ରାଉତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ହାଇକୋର୍ଟ ସେହି ଜାତିଆଣ ସମ୍ପର୍କିତ ମାମଲାଟିକୁ ରଦ୍ଧ କରି ଦେଇଛନ୍ତି ।