ହ୍ୱାଟ୍ସଆପ୍ ଆଣିବ ଆଉ ଏକ ସୁବିଧା , ଜାଣନ୍ତୁ କଣ

ହ୍ୱାଟ୍ସଆପ୍ ଆଣିବ ଆଉ ଏକ ସୁବିଧା , ଜାଣନ୍ତୁ କଣ

ହ୍ୱାଟ୍ସଆପ୍ ଆଣିବ ଆଉ ଏକ ସୁବିଧା , ଜାଣନ୍ତୁ କଣ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏବେ ଏହାର ୟୁଜରମାନଙ୍କୁ ଏଭଳି ଏକ ସୁବିଧା ପ୍ରଦାନ କରିବ ଯଦ୍ଧ୍ୱାରାକି ସେମାନେ ଚାଟିଂ କଲାବେଳେ ସ୍କ୍ରିନର ରଙ୍ଗ ଚେଞ୍ଜ କରିପାରିବେ । କଂପାନି ଏବେ ନିଜ ଆପରେ ଏହି ଫିଜର ଉପଲବ୍ଧ କରାଇବା ପାଇଁ କାମ କରୁଛି । କିନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବେ କିଛି ସୂଚନା ଦିଆଯାଇନାହିଁ ।