ପି. ଚିଦାମ୍ବରମଙ୍କୁ ଜାମିନ

ପି. ଚିଦାମ୍ବରମଙ୍କୁ ଜାମିନ

ପି. ଚିଦାମ୍ବରମଙ୍କୁ ଜାମିନ
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରୁ ପି. ଚିଦାମ୍ବରମଙ୍କୁ ମିଳିଲା ଜାମିନ । ଆଇଏନଏକ୍ସ ଦୁର୍ନୀତି ମାମଲାରେ ଚିଦାମ୍ବରମ ଗିରଫ ହୋଇଥିଲେ । ୨ ଲକ୍ଷ ଟଙ୍କା ଓ ୨ ଜଣ ଜାମିନ ଦାର ବଦଳରେ ମିଳିଛି ଜାମିନ । ଇଡି ମାମଲାରୁ ଚିଦାମ୍ବରମଙ୍କୁ ଜାମିନ । ୧୦୭ ଦିନ ପରେ ଜାମିନରେ ଆସିଲେ ପି. ଚିଦାମ୍ବରମ । ଜାମିନରୁ ଆସିବା ପରେ ମନ୍ତବ୍ୟ ଓ ସାକ୍ଷାତକାର ଦେଇ ପାରିବେ ନାହିଁ । ମନ୍ତବ୍ୟ ଓ ସାକ୍ଷାତକାର ଦେବା ଉପରେ ରୋକ ଲଗାଇଛନ୍ତି କୋର୍ଟ । ସାକ୍ଷୀଙ୍କ ସହ ଯୋଗାଯୋଗ ନକରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ବିନା ଅନୁମତିରେ ବିଦେଶ ଗସ୍ତ କରି ପାରିବେ ନାହିଁ । ମାମଲାର ଶୁଣାନ କରି ଜାମିନ ଦେଲେ ସୁପ୍ରିମକୋର୍ଟ ।