ଯୋଗୀ ଓ ମାୟାବତୀଙ୍କୁ ଝଟକା

ଯୋଗୀ ଓ ମାୟାବତୀଙ୍କୁ ଝଟକା

ଯୋଗୀ ଓ ମାୟାବତୀଙ୍କୁ ଝଟକା
ନୂଆଦିଲ୍ଲୀ: ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମୟାବତୀଙ୍କୁ ଝଟକା । ପ୍ରଚାରରେ ଧାର୍ମିକ ଆପେକ୍ଷ ନେଇ ଯୋଗୀ ଓ ମୟାବତୀଙ୍କୁ ପ୍ରଚାର ବ୍ୟାନ କଲେ ନିର୍ବାଚନ କମିଶନ । ଯୋଗୀଙ୍କୁ ୭୨ ଘଂଟା ଓ ମାୟାବତୀଙ୍କୁ ୪୮ ବ୍ୟାନ କରାଯାଇଛି । ଆସନ୍ତାକାଲି ଠାରୁ ସକାଳ ୬ ଟାରୁ ବ୍ୟାନ ଅବଧି ଆରମ୍ଭ ହେବ । ଆଜି ଓଡିଶାରେ ଯୋଗୀ ନିର୍ବାଚନ ପ୍ରଚାର କରୁଛନ୍ତି । ପ୍ରକାଶ ଯେ, ଉଭୟ ଯୋଗୀ ଆଦିତ୍ୟନାଥ ଓ ମାୟାବତୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେଉଥିବା ନିର୍ବାଚନୀ ସଭାରେ ଉଦବୋଧନ ଦେବାବେଳେ ଧାର୍ମିକ ଆକ୍ଷେପ କରିଆସୁଥିଲେ । ଏନେଇ ଅଭିଯୋଗ ହେବାରୁ ନିର୍ବାଚନ କମିଶନ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।