ମୋଦୀ ସରକାରଙ୍କ କ୍ୟାବିନେଟ ମିଟିଂ

ମୋଦୀ ସରକାରଙ୍କ କ୍ୟାବିନେଟ ମିଟିଂ

ମୋଦୀ ସରକାରଙ୍କ କ୍ୟାବିନେଟ ମିଟିଂ
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଆରମ୍ଭ ହୋଇଯାଇଛି । ସାଉଥକ୍ଲବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେଉଛି କ୍ୟାବିନେଟ ମିଟିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି । ଅମିତ ଶାହା, ରାଜନାଥ ସିଂ, ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି କ୍ୟାବିନେଟ ବୈଠକରେ ଚାଷୀଙ୍କ ପ୍ରତି କିଛି ନିଷ୍ପତି ନେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।