୨୨ ଜିଲ୍ଳାକୁ ପ୍ରବଳ ବର୍ଷା ସତର୍କତା

୨୨ ଜିଲ୍ଳାକୁ ପ୍ରବଳ ବର୍ଷା ସତର୍କତା

୨୨ ଜିଲ୍ଳାକୁ ପ୍ରବଳ ବର୍ଷା ସତର୍କତା
ଭୁବନେଶ୍ୱର: ୨୨ ଜିଲ୍ଲାକୁ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି । ନୟାଗଡ,କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ, ବରଗଡ, ଝାରସୁଗୁଡା, ମାଳକାନଗିରି, କୋରାପୁଟ, ରାୟଗଡା, ବାଲେଶ୍ୱର,ଗଞ୍ଜାମ, ଗଜପତି, ନୂଆପଡା, ବଲାଙ୍ଗିର ଜିଲ୍ଲା ଗୁଡିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ସମୟରେ ଘଡଘଡି ଓ ବିଜୁଳି ମାରିବାର ଆଶଙ୍କା ରହିଛି ।