୫ ଘଂଟା ବିଳମ୍ବରେ ମହାପ୍ରଭୁଙ୍କ ସୁନାବେଶ

୫ ଘଂଟା ବିଳମ୍ବରେ ମହାପ୍ରଭୁଙ୍କ ସୁନାବେଶ

୫ ଘଂଟା ବିଳମ୍ବରେ ମହାପ୍ରଭୁଙ୍କ ସୁନାବେଶ
ପୁରୀ: ଆଜି ହେଉଛି ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ୫ ଘଂଟା ବିଳମ୍ବରେ ମହାପ୍ରଭୁଙ୍କ ସୁନାବେଶ ହୋଇଛି । ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ସୁନାବେଶରେ ବିଳମ୍ବ ହୋଇଛି । ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ସେବାୟତଙ୍କ ମଧ୍ୟରେ ଆପୋସ ଆଲୋଚନା ପରେ ବିଳମ୍ବରେ ସୁନାବେଶ ଆରମ୍ଭ ହୋଇଛି । ଆଜି ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ନୀତି ବିଳମ୍ବ ଯୋଗୁଁ ଏପର୍ଯ୍ୟନ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ସୂଚନା ମିଳିଛି । ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁ ମାନେ ବଂଚିତ ରହିଛନ୍ତି ।