ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ
ଭୁବନେଶ୍ୱର: ଏକ ଦୁର୍ଷମ ଘଟଣାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ୨୦୧୭ ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଂଚଳ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତକୁ ୨୦ ବର୍ଷ ୩ ମାସ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦିଆଯାଇଛି । କେନ୍ଦୁଝର ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ହାଇକୋର୍ଟଙ୍କ ନିଦେ୍ର୍ଧଶରେ କେନ୍ଦୁଝର ଜିଲ୍ଲା ଦୌରାଜଜ୍ ମାମଲାର ବିଚାର କରିଥିଲେ । ଜଣେ ଦୋଷୀକୁ ଅଧିକ ଏକ ବର୍ଷ ସଜା ଓ ୫ ହଜାର ଟଙ୍କା ଦଣ୍ଡାଦେଶ କୋର୍ଟ କରିଛନ୍ତି । ଏହି ମାମଲାଟି ଦୀର୍ଘ ୩ ବର୍ଷ ହେବ ବିଚାର ଚାଲୁଥିଲା । ଆଜି ଏହି ମାମଲାର ପୂଣ୍ଣାଙ୍ଗ ରାୟ ପ୍ରକାଶ ପାଇଛି ।