ବ୍ୟାଙ୍କରେ ଅଗ୍ନିକାଣ୍ଡ

ବ୍ୟାଙ୍କରେ ଅଗ୍ନିକାଣ୍ଡ

ବ୍ୟାଙ୍କରେ ଅଗ୍ନିକାଣ୍ଡ
କଟକ : କଟକ ସିଡିଏ ଅଂଚଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି । ତେବେ ଦମକଳବାହିନୀ ଦ୍ୱାରା ନିଆଁକୁ ଆୟତ କରିଛି । ସୂଚନାରୁ ଜଣାପଡୁଛି, କଟକ ସିଡିଏ ୧୦ ଅଂଚଳରେ ଥିବା ବିଓଅ୍ଧବ ଶାଖାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ସଂଖ୍ୟକ ଫାଇଲ ସହ ଆସବାପତ୍ର ପୋଡିଯାଇଛି । ସୂଚନା ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି । କିନ୍ତୁ ଅଗ୍ନିକାଣ୍ଡ ଘଟିଲା ତା ସ୍ପଷ୍ଟ ହୋଇପାରିନଥିଲେ ମଧ୍ୟ ଏହା ସର୍ଟସର୍କିଟ ଯୋଗୁଁ ଘଟିଥିବା ସନ୍ଦେହ କରାଯାଉଛି ।