କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୦ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୦ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୦ ଜଣଙ୍କ ଜୀବନ
ଭୁବନେଶ୍ୱର: ଆଜି ରାଜ୍ୟରେ ୪୦ ଜଣଙ୍କ କରୋନା ଯୋଗୁଁ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୭୧୯ କୁ ବୃଦ୍ଧି ପାଇଛି । ଅନୁଗୁଳ-୫, କଟକ-୫, କଳାହାଣ୍ଡି-୫, ଖୋର୍ଦ୍ଧା-୫, ଝାରସୁଗୁଡା-୪, ରାୟଗଡା-୩, ବୌଦ୍ଧ-୩, ଦେବଗଡ-୨, ସମ୍ବଲପୁର-୨, ନବରଙ୍ଗପୁର-୨,ବାଲେଶ୍ୱର-୧, ଢେଙ୍କାନାଳ-୧, ଯାଜପୁର-୧ ଓ ମାଲକାନଗିରି-୧ ଜଣ ଜିଲ୍ଲାରେ କରୋନା ଯୋଗୁଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ୮,୩୯୯ ମଧ୍ୟରୁ କ୍ୱାରେଂଟିନରୁ ୪୭୪୧ ଲୋକାଲ କେସରୁ ୩୬୫୮ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୧୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡି-୧୯୦ , କଟକ-୭୬୬, ଅନୁଗୁଳ-୪୬୮, ନୂଆପଡା -୩୪, ସମ୍ବଲପୁର-୧୯୧, ଝାରସୁଗୁଡା-୫୩ , ପୁରୀ-୪୭୫, ବରଗଡ-୧୮୯, ନବରଙ୍ଗପୁର-୨୦୦, ବାଲେଶ୍ୱର-୨୪୦, ସୁନ୍ଦରଗଡ-୪୭୭, ସୁବର୍ଣ୍ଣପୁର-୧୪୩ , ବଲାଙ୍ଗିର-୧୧୬ , ଷ୍ଟେଟପୁଲ-୧୮୫, ଗଞ୍ଜାମ-୬୫, ମୟୂରଭଞ୍ଜ-୪୮୫, କେନ୍ଦୁଝର-୧୮୬, କୋରାପୁଟ-୧୭୮, ଭଦ୍ରକ-୧୪୭, ଯାଜପୁର-୮୧୪, ନୟାଗଡ-୨୨୩ , ରାୟଗଡା-୨୯୨, ୫୩୨, ଜଗତସିଂହପୁର-୨୬୯, ଗଜପତି-୮୦, କେନ୍ଦ୍ରାପଡା-୨୧୦, ବୌଦ୍ଧ-୧୬୬, କନ୍ଧମାଳ-୯୫, ଢେଙ୍କାନାଳ-୪୫୧, ଓ ମାଲକାନଗିରି-୧୨୮ ଓ ଦେବଗଡ-୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ କୁ ବୃଦ୍ଧି ପାଇଛି ।