କରୋନା ମୁକାବିଲା : ମଡର୍ଣ୍ଣା ଟିକା ଶତ ପ୍ରତିଶତ ସଫଳ

କରୋନା ମୁକାବିଲା : ମଡର୍ଣ୍ଣା ଟିକା ଶତ ପ୍ରତିଶତ ସଫଳ

କରୋନା ମୁକାବିଲା : ମଡର୍ଣ୍ଣା ଟିକା ଶତ ପ୍ରତିଶତ ସଫଳ
କରୋନା ମୁକାବିଲା : ମଡର୍ଣ୍ଣା ଟିକା ଶତ ପ୍ରତିଶତ ସଫଳ ୱାଶିଂଟନ : କରୋନା ମୁକାବିଲା ପାଇଁ ଖୁସି ଖବର । ଆମେରିକୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟିକା ଶତ ପ୍ରତିଶତ ସଫଳ । ମଡର୍ଣ୍ଣାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ମିଳିଥିବା ତଥ୍ୟ ଅନୁଯାୟୀ ଏହ ଟିକା ପ୍ରାୟ ୯୪.୧ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ତେବେ ଗୁରୁତର କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଟିକା ଶତ ପ୍ରତିଶତ ସଫଳ ହୋଇଥିବା ନେଇ ମଡର୍ଣ୍ଣା ପକ୍ଷରୁ କୁହାଯାଇଛି । ମଡର୍ଣ୍ଣାର ବ୍ୟବହାର କାରଣରୁ କରୋନା ମୃତ୍ୟୁକୁ ରୋକା ଯାଇ ପାରୁଛି । ଏହି ତଥ୍ୟ ସହିତ ଆମେରିକୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଟିକାର ବ୍ୟବହାରିକ ପ୍ରୟୋଗ ପାଇଁ ଅନୁମତି ମଗାଯାଇଛି । ଏହା ସହିତ ୨୦୨୦ ସୁଦ୍ଧା ମଡର୍ଣ୍ଣା ଆମେରିକାରେ ୨ କୋଟି ଡୋଜର ଟିକା ବିତରଣ କରି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।