ଗୁଲାମ ନବୀ ଆଜାଦ କରୋନା ପଜିଟିଭ

ଗୁଲାମ ନବୀ ଆଜାଦ କରୋନା ପଜିଟିଭ

ଗୁଲାମ ନବୀ ଆଜାଦ କରୋନା ପଜିଟିଭ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିଥିବା ଗୁଲାମ ନବୀ ଆଜାଦ କରୋନା ପଜିଟିଭ ହୋଇଛନ୍ତି । ଶୁକ୍ରବାର ଆଜାଦଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ବିଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ପରୀକ୍ଷଣ କରେଇ ନେବା ପାଇଁ ନିବେଦନ କରିଛନ୍ତି । ପୂର୍ବରୁ ରାଜ୍ୟସଭା ଚେୟାରମ୍ୟାନ ତଥା ଉପ ରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।