ଚାନ୍ଦିପୁରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଚାନ୍ଦିପୁରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଚାନ୍ଦିପୁରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ
ଭୁବନେଶ୍ୱର : ଚାନ୍ଦିପୁରରୁ ଆଉ ଏକ କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ହାଇ ସ୍ପିଡ ଏକ୍ସାପେଣ୍ଡବୁଲ ଏରିଅଲ ଟାର୍ଗେଟ ଜ୍ଞାନକୌଶଳରେ ନିର୍ମିତ ଅଭ୍ୟାସ ଯେକୌଣସି ମିଶାଇଲକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥାଏ । ଅଭ୍ୟାସର ବେଗ ୦.୫ ମ୍ୟାକ ରହିଥିବା ବେଳେ ଏହା ୫ କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିଥାଏ । ମଙ୍ଗଳବାର ଚାନ୍ଦିପୁରରୁ ଦୁଇଟି ‘ଅଭ୍ୟାସ’ର ସଫଳ ପରୀକ୍ଷଣ କରାଯାଇଥିଲା ।