ଜମ୍ମୁରୁ ହଟିଲା ୧୪୪ ଧାରା

ଜମ୍ମୁରୁ ହଟିଲା ୧୪୪ ଧାରା

ଜମ୍ମୁରୁ ହଟିଲା ୧୪୪ ଧାରା
ନୂଆଦିଲ୍ଲୀ:ସ୍ୱଭାବିକ ସ୍ଥିତିରେ ଆସିଲାଣି ଜାମ୍ମୁ । ଜମ୍ମୁରୁ ହଟିଲା ୧୪୪ ଧାରା । ଜମ୍ମୁର ମୁ୍ୟନିସିପାଲଟି ଅଂଚଳରୁ ୧୪୪ ଧାରାକୁ ଉଚ୍ଛେଦ କରାଯାଇଛି । ସ୍ଥିତି ସୁଧାର ଆସିବା ପରେ ୧୪୪ ଧାରା ଉଠାଗଲା । କାଲୁଠୁ ସମସ୍ତ ସ୍କୁଲ ଓ କଲେଜ ଖୋଲିବ । ଜମ୍ମୁର ସମସ୍ତ ୧୦ଟି ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ରହିଛି । ଜାମ୍ମୁ ଜିଲ୍ଲା ମାଜିଷ୍ଟ୍ରେଟ ସୁଷମା ଚୌହାନଙ୍କ ଠାରୁ ସମସ୍ତ ସୂଚନା ମିଳିଛି ।