ଜାଣନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ
ଜାଣନ୍ତୁ କିଏ କେଉଁଠି ପତକା ଉତ୍ତୋଳନ କରିବେ
admin
Aug 9, 2019 - 09:19
Updated: Aug 9, 2019 - 09:19
ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କ ପତକା ଉତ୍ତୋଳନ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଭୁବନେଶ୍ୱରସ୍ଥ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତକା ଉତ୍ତୋଳନ କରିବେ । ତେବେ କେଉଁ ମନ୍ତ୍ରୀ କେଉଁଠି ପତକା ଉତ୍ତୋଳନ କରିବେ ଆସନ୍ତୁ ଜାଣିବା ।
୧- କଟକ- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
୨- ଅନୁଗୁଳ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
୩- ପୁରୀ- ପ୍ରଫୁଲ୍ଲ କୁମାର ମଲ୍ଲିକ
୪- କେନ୍ଦ୍ରାପଡ଼ା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୫- କଳାହାଣ୍ଡି- ପଦ୍ମନାଭ ବେହେରା
୬- ମୟୁରଭଞ୍ଜ- ପ୍ରତାପ ଜେନା
୭- ଢେଙ୍କାନାଳ- ଅରୁଣ ସାହୁ
୮- ସୁନ୍ଦରଗଡ଼-ସୁଦାମ ମାରାଣ୍ଡି
୯- କନ୍ଧମାଳ- ସୁଶାନ୍ତ ସିଂହ
୧୦- ବଲାଙ୍ଗିର- ନବ ଦାସ
୧୧- ନୟାଗଡ଼- ଟୁକୁନି ସାହୁ
୧୨- କେନ୍ଦୁଝର- ଜଗନ୍ନାଥ ସାରକା
୧୩- ସମ୍ବଲପୁର- ଦିବ୍ୟଶଙ୍କର ମିଶ୍ର
୧୪- ବାଲେଶ୍ୱର- ଅଶୋକ ପଣ୍ଡା
୧୫- ଯାଜପୁର- ସମୀରଞ୍ଜନ ଦାସ
୧୬- ନବରଙ୍ଗପୁର- ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୧୭-କୋରାପୁଟ- ପ୍ରେମାନନ୍ଦ ନାୟକ
୧୮- ମାଲକାନଗିରି- ରଘୁନନ୍ଦନ ଦାସ
୧୯- ରାୟଗଡ଼ା- ପଦ୍ମିନୀ ଦିଆନ
୨୦- ଗଜପତି - ତୁଷାରକାନ୍ତି ବେହେରା
୨୧-ଭଦ୍ରକ- ରାଜସ୍ୱ ପର୍ଷଦ ସଭ୍ୟ
୨୨- ଖୋର୍ଦ୍ଧା- ଆରଡିସି
୨୩- ବ୍ରହ୍ମପୁର- ଆରଡିସି
୨୪- ରାଉରକେଲା- ଆରଡିସି
୨୫- ବରଗଡ଼- ଜିଲ୍ଲାପାଳ
୨୬- ବୌଦ୍ଧ- ଜିଲ୍ଲାପାଳ
୨୭- ଦେଓଗଡ଼- ଜିଲ୍ଲାପାଳ
୨୮- ଗଞ୍ଜମ- ଜିଲ୍ଲାପାଳ
୨୯-ଜଗତସିଂହପୁର- ଜିଲ୍ଲାପାଳ
୩୦-ଝାରସୁଗୁଡ଼ା- ଜିଲ୍ଲାପାଳ
୩୧-ନୂଆପଡ଼ା- ଜିଲ୍ଲାପାଳ
୩୨-ସମ୍ବଲପୁର- ଜିଲ୍ଲାପାଳ