ଟେଷ୍ଟ ସିରିଜରୁ ରାହୁଲ ବାଦ୍

ଟେଷ୍ଟ ସିରିଜରୁ ରାହୁଲ ବାଦ୍

ଟେଷ୍ଟ ସିରିଜରୁ ରାହୁଲ ବାଦ୍
ନୂଆଦିଲ୍ଲୀ:ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ରହିଛନ୍ତି । ୪ ବିଶିଷ୍ଟ ଟେଷ୍ଟ ସିରିଜରୁ ୧-୧ରେ ସିରିଜ ବରାବର ରହିଛି । ଭାରତୀୟ ମୁଖ୍ୟ ବ୍ୟାଟସମ୍ୟାନ କେ.ଏଲ ରାହୁଲ ଆହତ ହୋଇଥିବା ସୂଚନା ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ କେ.ଏଲ ରାହୁଲ ବାଦ ପଡିଛନ୍ତି । ନେଟ୍ ପ୍ରାକ୍ଟିସ ବେଳେ ଆହତ କାରଣରୁ ରାହୁଲ ବାଦ ପଡିଥିବା ସୂଚନା ମିଳିଛି । ସିରିଜର ଶେଷ ଦୁଇଟି ମ୍ୟାଚରୁ ବାଦ୍ ପଡିଲେ । ସଂପୂର୍ଣ୍ଣ ସୁସ୍ଥ ହେବାକୁ ରାହୁଲଙ୍କୁ ୩ ସପ୍ତାହ ବିଶ୍ରାମ ଆବଶ୍ୟକ ରହିଛି ।