ନଖର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କେତୋଟି ଟିପ୍ସ....

ନଖର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କେତୋଟି ଟିପ୍ସ....

ନଖର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କେତୋଟି ଟିପ୍ସ....
ମୁଖ୍ୟତଃ ଡିଟରଜେଣ୍ଟ ସଂସ୍ପର୍ଶରେ ଆସିଲେ ନଖ ଟାଣ ହୋଇଯାଏ । ତେଣୁ ବାସନ ମାଜିଲା ବେଳେ ଦସ୍ତାନା ବ୍ୟବହାର କରନ୍ତୁ । ନେଲ କଟର ଦ୍ୱାରା ନଖ କାଟନ୍ତୁ । କାମୁଡ଼ି ଛିଣ୍ଡାନ୍ତୁ ନାହିଁ । ଏପରି କଲେ ନଖ ମୂଳ ସଂକ୍ରମିତ ହୁଏ । ନଖର ସ୍ୱାଭାବିକ ଆକୃତି ବଦଳିଯାଏ । ଆକର୍ଷଣୀୟ ତେଲରେ ଅଳ୍ପ ମହୁ ଫେଣ୍ଟି ଲଗାନ୍ତୁ । ସକାଳେ ଉଷୁମ ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ନଖ ଗରମ ରହେ । ସୌନ୍ଦର୍ଯ୍ୟ ବଢେ଼ । ବାହାରକୁ ଯିବା ବେଳେ ନଖରେ ମଏଶ୍ଚରାଇଜର ଲଗାନ୍ତୁ । ଉତ୍ତମ ମାନର ନେଲ ପଲିସ ଲଗାନ୍ତୁ ।