ନଡ଼ିଆ ତେଲ ଲଗାଇଲେ ହେବ ଏହି ସବୁ ଫାଇଦା
ନଡ଼ିଆ ତେଲ ପ୍ରତି ଘରେ ସହଜରେ ମିଳିଥାଏ। ଏହି ତେଲ ସାଧାରଣତଃ ଚୁଟିର ସ୍ବାସ୍ଥ୍ୟରକ୍ଷା ନିମନ୍ତେ କାମକୁ ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ନଡ଼ିଆ ତେଲ ଶରୀର ପାଇଁ ମଧ୍ୟ ଲାଭଦାୟକ । ଆମ ଶରୀରର ଅନେକ ସମସ୍ୟାରୁ ଆମେ ନଡ଼ିଆ ତେଲ ଦ୍ବାରା ମୁକ୍ତି ପାଇପାରିବା। ଆଜି ଆମେ ଶରୀରର ୨ଟି ଅଙ୍ଗ ବିଷୟରେ ଜାଣିବା ଯେଉଁଠାରେ ନଡ଼ିଆ ତେଲ ଲଗାଇଲେ
ପ୍ରତିଦିନ ରାତିରେ ଓଠରେ ନଡ଼ିଆ ତେଲ ଲଗାଇଲେ ଓଠ ନରମ ଏବଂ ମୁଲାୟମ ହୋଇଥାଏ । ଓଠ ଫାଟିବା ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ।
ରାତିରେ ଶୋଇବା ଆଗରୁ ତ୍ବଚାରେ ନଡ଼ିଆ ତେଲ ଲଗାଇଲେ ତ୍ବଚା ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ଆଖି ଚାରିପଟେ କଳାଦାଗ, ବ୍ରଣ ସମସ୍ୟା,ଚିହ୍ନ ଏବଂ କଳା ଦାଗ ଆଦି ସମସ୍ୟାରୁ ମଧ୍ୟ ନଡ଼ିଆ ତେଲ ଲଗାଇଲେ ମୁକ୍ତି ମିଳିବ।