ନନ୍ଦନକାନନ ଏଟିଏମରୁ ଲୁଟ୍

ନନ୍ଦନକାନନ ଏଟିଏମରୁ ଲୁଟ୍

ନନ୍ଦନକାନନ ଏଟିଏମରୁ ଲୁଟ୍
ଭୁବନେଶ୍ୱର:ନନ୍ଦନକାନନରେ ଥିବା ଏଟିଏମରୁ ଟଙ୍କା ଲୁଟି ନେଲେ ଦୁର୍ବୃତ । ନନ୍ଦନକାନନ ପରିସରରେ ଥିବା ପିଏନବି ଏଟିଏମରୁ ଟଙ୍କା ଲୁଟ୍ ହୋଇଛି । କେତେ ଟଙ୍କା ଲୁଟ୍ ହୋଇଛି ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ । ପୋଲିସର ତଦନ୍ତ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଡୁ୍ୟଟି ଉପରେ ପ୍ରଶ୍ନ, ସିସିଟିଭି ଅକାମୀ ଥିବା ସୂଚନା ମିଳିଛି ।