ବି୍ରଟେନ ପ୍ରଧାନମନ୍ତ୍ରୀଙ୍କୁ କରୋନା, ସ୍ୱାସ୍ଥ୍ୟମନ୍ତ୍ରୀ ବି ପଜିଟିଭ

ବି୍ରଟେନ ପ୍ରଧାନମନ୍ତ୍ରୀଙ୍କୁ କରୋନା, ସ୍ୱାସ୍ଥ୍ୟମନ୍ତ୍ରୀ ବି ପଜିଟିଭ

ବି୍ରଟେନ ପ୍ରଧାନମନ୍ତ୍ରୀଙ୍କୁ କରୋନା, ସ୍ୱାସ୍ଥ୍ୟମନ୍ତ୍ରୀ ବି ପଜିଟିଭ
ଲଣ୍ଡନ: ବି୍ରଟେନର ଯୁବରାଜ ଚାର୍ଲସ କରୋନାରେ ଆକ୍ରାନ୍ତ ହେବାର ଦୁଇ ଦିନ ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବୋରିସ ନିଜେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ସ୍ୱେଚ୍ଛାକୃତ ସଂଗରୋଧରେ ଅଛନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ବି୍ରଟେନ ସ୍ୱାସ୍ଥ୍ୟମନ୍ତ୍ରୀ ନାଡାଇନ ଡୋରିଜ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି । କରୋନା ଲକ୍ଷଣ ଦେଖାଦେବା ପରେ ବୋରିସଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଥିଲା ।