ମତ୍ସ୍ୟଜୀବୀଙ୍କ ବିକାଶ ଲକ୍ଷ୍ୟରେ ରାହୁଲ

ମତ୍ସ୍ୟଜୀବୀଙ୍କ ବିକାଶ ଲକ୍ଷ୍ୟରେ ରାହୁଲ

ମତ୍ସ୍ୟଜୀବୀଙ୍କ ବିକାଶ ଲକ୍ଷ୍ୟରେ ରାହୁଲ
କେରଳ: କେରଳ ତ୍ରିଶୁରଠାରେ ମତ୍ସ୍ୟଜୀବୀମାନଙ୍କ ଏକ ସମ୍ମିଳନୀକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ସରକାରଙ୍କୁ ଆସିଲେ ମତ୍ସ୍ୟଜୀବୀ ମାନଙ୍କ ସବୁ ସମସ୍ୟାର ସମାଧାନ କରିବ, ସେମାନଙ୍କ ଦୁଃଖ ବୁଝିବ । ମତ୍ସ୍ୟଜୀବୀ ମାନଙ୍କ ବିକାଶ ପାଇଁ ଜାତୀୟ ସ୍ତରରେ ୩୩% ସଂରକ୍ଷଣ କରିବ କଂଗ୍ରେସ । ମତ୍ସ୍ୟଜୀବୀ ମାନଙ୍କ ବହୁ ସମସ୍ୟା ରହିଛି ବୋଲି କହି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି । ଏକ ସୁଦୃଢ଼ ସରକାର ଆସିଲେ ହିଁ ମତ୍ସ୍ୟଜୀବୀ ମାନଙ୍କ ସମସ୍ୟା ଦୂର କରିପାରିବ ବୋଲି କହିଛନ୍ତି ରାହୁଲ । ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସେ ତେବେ ଏହି ଯୋଜନାର କାର୍ଯ୍ୟକାରୀ କରିବ