ମାଲକାନଗିରି ଡିଏସପି ଗିରଫ

ମାଲକାନଗିରି ଡିଏସପି ଗିରଫ

ମାଲକାନଗିରି ଡିଏସପି ଗିରଫ
ଭୁବନେଶ୍ୱର: ମାଲକାନଗିରି ଡିଏସପି ଅକ୍ଷୟ କୁମାର ନାୟକଙ୍କୁ ଗିରଫ କରାଯାଇଛି । କେସିଙ୍ଗା ଥାନା ପୋଲିସ ଡିଏସପିଙ୍କୁ ଗିରଫ କରିଛି । ମହିଳା କନେଷ୍ଟବଳଙ୍କୁ ମନ୍ଦିରରେ ବିବାହ କରି ପ୍ରତାରଣା ଓ ଯୌନ ନିର୍ଯାତନା ଅଭିଯୋଗରେ ଡିଏସପିଙ୍କୁ ଗିରଫ କରାଯାଇଛି । କେସିଙ୍ଗା ଥାନାରେ ଅକ୍ଷୟ ନାୟକ ଏସଡିପିଓ ଥିବାବେଳେ ମହିଳାଙ୍କୁ ବିବାହ କରିଥିଲେ ।