ମୁଖ୍ୟମନ୍ତ୍ରୀ ବଡ ଘୋଷଣା: ସଂସଦକୁ ଯିବେ ୩୩ ପ୍ରତିଶତ ମହିଳା

ମୁଖ୍ୟମନ୍ତ୍ରୀ ବଡ ଘୋଷଣା: ସଂସଦକୁ ଯିବେ ୩୩ ପ୍ରତିଶତ ମହିଳା

ମୁଖ୍ୟମନ୍ତ୍ରୀ ବଡ ଘୋଷଣା: ସଂସଦକୁ ଯିବେ ୩୩ ପ୍ରତିଶତ ମହିଳା
କେନ୍ଦ୍ରାପଡା;କେନ୍ଦ୍ରାପଡା ମହିଳା ମହାସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା କରିଛନ୍ତି ଯେ ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ । ବଳଦେବଜୀଉଙ୍କ ମାଟିରେ ମୁଁ ଏହି ଘୋଷଣା କରୁଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସାରା ଦେଶକୁ ବାଟ ଦେଖାଇଛି । ମହିଳା ସଶକ୍ତିକରଣ ପାଇଁ ଯାହା କହୁଛନ୍ତି ତାହା ପାଳନ କରନ୍ତୁ ଜାତୀୟ ଦଳ । କେନ୍ଦ୍ରାପଡାର ମାଟି ବିଜୁବାବୁଙ୍କ ମାଟି । ଏହି ମାଟି ପାଇଁ ବିଜୁ ବାବୁ ସଦାସର୍ବଦା ଲଢେଇ କରୁଥିଲେ । କେନ୍ଦ୍ରାପଡା ପାଇଁ ଆମ ସରକାର ସବୁବେଳେ ସବୁକାମ କରିବାକୁ ଆଗଭର ହୋଇଛି ।