ବିଜେପି ମୁହାଁ ହେଲେ ଦାମ

ବିଜେପି ମୁହାଁ ହେଲେ ଦାମ

ବିଜେପି ମୁହାଁ ହେଲେ ଦାମ
ତିନି ଦିନ ଭିତରେ ବିଜେପିରେ ମିଶିବା ନେଇ ନିଷ୍ପତି ନେଲେ ଦାମ ରାଉତ । ବ୍ୟକ୍ତିଗତ ନୁହେଁ ଜନସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତି ନେବେ ଦାମ । ୨୦୧୯ରେ ପାରାଦୀପରୁ ନିର୍ବାଚନ ଲଢିବେ କହିଲେ । କାଲି ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ ଏବଂ ଶାହାଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଁ ଧର୍ମେନ୍ଦ୍ରଙ୍କୁ ବ୍ୟକ୍ତିଗତ ଭବେ ଭଲପାଏ । ପାରାଦୀପରେ ପଦ୍ମ ଫୁଟାଇ ପାରିବେ ବୋଲି ଦୃଢ ବିଶ୍ୱାସ ରଖିଛନ୍ତି ଦାମ ।