ରାଜାର ବାଂଲା, ଭୁଟାନ୍ ଲିଙ୍କ୍ !

ରାଜାର ବାଂଲା, ଭୁଟାନ୍ ଲିଙ୍କ୍ !

ରାଜାର ବାଂଲା, ଭୁଟାନ୍ ଲିଙ୍କ୍ !
ଭୁବନେଶ୍ୱର: ନିଶା ମାଫିଆ ସେକ୍ ରାଜାର ରହିଛି ଇଂଟରନେସଲାଲ ଲିଙ୍କ୍ । ବାଂଲାଦେଶ ଓ ଭୂଟାନ୍ ସହ ଧଳାଜହର କାରାବାର ଲିଙ୍କ ଥିବା ସୁରାକ ମିଳିଛି । ଅଧିକ ତଦନ୍ତ ପାଇଁ କ୍ରାଇବ୍ରାଂଚ ଏସଟିଏଫ୍ ଟିମ୍ ବାଂଲାଦେଶ ,ଭୂଟାନ ଯାଇପାରେ । ସାମ୍ବାଦିକ ସମ୍ମୀଳନିରେ କ୍ରାଇମବ୍ରାଂଚ ଏସପି ପି.କେ ଭୋଇ ସୂଚନା ପ୍ରଦାନ କରିଛନ୍ତି । ରାଜାକୁ ରିମାଣ୍ଡରେ ନେଇ ପଚାରାଉଚରା ପରେ ସବୁ ପ୍ରକାର ତଥ୍ୟ ପୋଲିସ ହାତରେ ଳାଗୁଛି । ରାଜାର ବହୁ ଅଚଳାଚଳାର ସମ୍ପତି ଠାବ ହୋଇଥିବା ଜଣାପଡିଛି । ସେକ୍ ରାଜା ଘରେ ପୋଲିସ ଚଢାଉ କରି ବିପୁଳ ଟଙ୍କା, ବହୁତଳ ପ୍ରାସାଦ ଓ ବନ୍ଧୁକ ଠାବ କରିଛି ।