ସମ୍ବାଦ-କନକ ସର୍ଭେ : ପଶ୍ଚିମ ଓଡ଼ିଶାରେ କାହା ପଲା ଭାରି

ସମ୍ବାଦ-କନକ ସର୍ଭେ : ପଶ୍ଚିମ ଓଡ଼ିଶାରେ କାହା ପଲା ଭାରି

ସମ୍ବାଦ-କନକ ସର୍ଭେ : ପଶ୍ଚିମ ଓଡ଼ିଶାରେ କାହା ପଲା ଭାରି
ଭୁବନେଶ୍ୱର : ବୁଥ ବାହୁଡ଼ା ଭୋଟରଙ୍କ ମତାମତକୁ ନେଇ ସମ୍ବାଦ ଓ କନକ ନୁ୍ୟଜ ପକ୍ଷରୁ ସର୍ଭେ କରାଯାଇଛି । କ’ଣ ରହିଛି ସର୍ଭେ ରିପୋର୍ଟ । ପଶ୍ଚିମ ଓଡ଼ିଶାରେ ଥିବା ୫ ଲୋକସଭା ଓ ୩୫ ବିଧାନସଭାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ବିଜେପି ୫ରୁ ୪ ଲୋକସଭା ଆସନ କବଜା କରିବ । କେବଳ କଳାହାଣ୍ଡିରେ କଡ଼ା ଟକ୍କର ହେଉଛି । ଯେତେବେଳେକି ବିଜେଡ଼ି ୨୧ ଆସନରେ ଜିଣିବାର ଥିବାବେଳେ ବିଜେପି ୭ରେ ଜିଣିବାର ସମ୍ଭାବନା ରହିଛି । ଅପରପକ୍ଷରେ ୭ ଆସନରେ କଡ଼ା ଟକ୍କର ହେବାକୁ ଯାଉଛି । ବରଗଡ଼ ଲୋକସଭା : ସୁରେଶ ପୂଜାରୀ ବିଧାନସଭା ଆସନ ପଦ୍ମପୁର : କଡ଼ା ଟକ୍କର ବିଜେପୁର : ନବୀନ ପଟ୍ଟନାୟକ (ବିଜେଡ଼ି) ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି) ଭଟଲୀ : ସୁଶାନ୍ତ ସିଂହ (ବିଜେଡ଼ି) ବ୍ରଜରାଜନଗର : ବିଜେଡ଼ି-ବିଜେପି ଲଢେ଼ଇ ଝାରସୁଗୁଡ଼ା : ନବ କିଶୋର ଦାସ (ବିଜେଡ଼ି) ସୁନ୍ଦରଗଡ଼ : ଜୁଏଲ ଓରାମ ତଳସରା : ଭବାନୀ ଭୋଇ (ବିଜେପି) ସୁନ୍ଦରଗଡ଼ : ଯୋଗେଶ ସିଂହ (ବିଜେଡ଼ି) ବୀରମିତ୍ରପୁର : କଡ଼ା ଟକ୍କର ରଘୁନାଥପାଲୀ : ସୁବ୍ରତ ତରାଇ (ବିଜେଡ଼ି) ରାଉରକେଲା : ଶାରଦା ନାୟକ (ବିଜେଡ଼ି) ରାଜଗାଙ୍ଗପୁର : ମଙ୍ଗଳା କିଷାନ (ବିଜେଡ଼ି) ବଣାଇ : ରଂଜିତ କିଷାନ (ବିଜେଡ଼ି) ସମ୍ବଲପୁର ଲୋକସଭା : ନୀତେଶ ଗଙ୍ଗଦେବ କୁଚିଣ୍ଡା : କଡ଼ା ଟକ୍କର ରେଙ୍ଗାଲୀ : କଡ଼ା ଟକ୍କର ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ ରେଢ଼ାଖୋଲ : ରୋହିତ ପୂଜାରୀ ଦେବଗଡ଼ : ବିଜେପି ଛେଣ୍ଡିପଦା : ବିଜେଡ଼ି ଆଠମଲ୍ଲିକ : ବିଜେଡ଼ି ବଲାଙ୍ଗୀର ଲୋକସଭା : ସଂଗୀତା ସିଂହଦେଓ ସୋନପୁର : ନିରଞ୍ଜନ ପୂଜାରୀ ପାଟଣାଗଡ଼ : ସରୋଜ ମେହେର ବଲାଙ୍ଗୀର : ଅର୍କେଶ ସିଂହଦେଓ ଟିଟିଲାଗଡ଼ : କଂଟାମାଳ : ବିଜେଡ଼ି କଳାହାଣ୍ଡି ଲୋକସଭା : କଡ଼ା ଟକ୍କର ନୂଆପଡ଼ା : ବିଜେଡ଼ି ଖରିଆର : ବିଜେପି ଲାଞ୍ଜିଗଡ଼ : କଡ଼ା ଟକ୍କର ଜୁନାଗଡ଼ : କଡ଼ା ଟକ୍କର ଧର୍ମଗଡ଼ : ବିଜେଡ଼ି ଭବାନୀପାଟଣା : କଡ଼ା ଟକ୍କର ନର୍ଲା : ବିଜେଡ଼ି