୨ ଭାଲୁ ମୃତ

୨ ଭାଲୁ ମୃତ

୨ ଭାଲୁ ମୃତ
ନବରଙ୍ଗପୁର: ଜଙ୍ଗଲରୁ ୨ ଭାଲୁଙ୍କ ମୃତ ଦେହ ଉଦ୍ଧାର ହୋଇଛି । ନନ୍ଦାହାଣ୍ଡି ବ୍ଲକ ନିଶିନାହାଣ୍ଡି ଜଙ୍ଗଲରୁ ବନ ବିଭାଗ ଉଦ୍ଧାର କରିଛି । ୨ ଭାଲୁର ମୃତ୍ୟୁ କିପରି ହୋଇଛି ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ୨ ଭାଲୁର ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ବନ ବିଭାଗ ପଠାଇଛି । ପୋଷ୍ଟମର୍ଟମ ରିପର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।