୪୨ଲକ୍ଷ ଟଙ୍କା ଠାବ

୪୨ଲକ୍ଷ ଟଙ୍କା ଠାବ

୪୨ଲକ୍ଷ ଟଙ୍କା ଠାବ
ଭୁବନେଶ୍ୱର: ନିମାପଡା କୋଣାର୍କ ରାସ୍ତାରୁ ଜଣେ ବ୍ୟବସାୟୀଙ୍କ ଗାଡିରୁ ୪୨ ଲକ୍ଷ ଟଙ୍କା ଜବତ ହୋଇଛି । ନିମାପଡା ଦିଘାଳ ରାସ୍ତା ଦେଇ ବ୍ୟବସାୟୀ ଯାଉଥିବା ବେଳେ ଫ୍ଲିଙ୍ଗ ସ୍କ୍ୱାର୍ଡ ଗାଡିଟିକୁ ଅଟକାଇ ଥିଲା । ଗାଡିରୁ ୪୨ ଲକ୍ଷ ଟଙ୍କା ଜବତ ହୋଇଛି । ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ବ୍ୟବସାୟୀ ଜଣକ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ସେ ନେଇ ଖୋଳତାଡ କରୁଛି ପୋଲିସ ।