ବିମାନବନ୍ଦରରେ ଦୁର୍ଘଟଣା : ୨ମୃତ, ୫ଗୁରୁତର

ବିମାନବନ୍ଦରରେ ଦୁର୍ଘଟଣା : ୨ମୃତ, ୫ଗୁରୁତର

 ବିମାନବନ୍ଦରରେ ଦୁର୍ଘଟଣା : ୨ମୃତ, ୫ଗୁରୁତର
କାଠମାଣ୍ଡୁ : ନେପାଳର ତେନାଜିଙ୍ଗ-ହିଲରୀ-ଲୁକଲା ବିମାନ ବନ୍ଦରରେ ରବିବାର ବଡ ଧରଣର ଦୁର୍ଘଟଣା ଘଟିଛି । ବିମାନ ବନ୍ଦରରେ ଠିଆ ହୋଇଥିବା ଏକ ହେଲିକପ୍ଟରକୁ ଅନ୍ୟ ଏକ ବିମାନ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ସୂଚାନଯୋଗ୍ୟ, ଏହା ପୂର୍ବରୁ ନେପାଳରେ ଫେବୃୟାରୀ ମାସରେ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ୬ ଲୋକଙ୍କ ପ୍ରାଣ ହାନି ହୋଇଥିଲା ।