ଅଲ୍ ଓଡ଼ିଶା ଆଇନଜୀବୀ ସଂଘ ର 52 ତମ ବାର୍ଷିକ ଉତ୍ସବ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ

ଅଲ୍ ଓଡ଼ିଶା ଆଇନଜୀବୀ ସଂଘ ର 52 ତମ ବାର୍ଷିକ ଉତ୍ସବ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ

ଆଜି ଜିଲ୍ଲା ଆଇନଜୀବୀ ସଂଘ ବାରିପଦା  ଆନୁକୁଲ୍ୟରେ  ହୋଟେଲ   ସ୍ବସ୍ତି ବାରିପଦା ଠାରେ ଅଲ୍ ଓଡ଼ିଶା ଆଇନଜୀବୀ ସଂଘ ର 52 ତମ ବାର୍ଷିକ ଉତ୍ସବ ର ପ୍ରସ୍ତୁତି ବୈଠକ ସହ ସାମ୍ବାଦିକ ସମ୍ମିଳନୀ ସଭାପତି ମାନସ ମହାପାତ୍ର, ସାଧାରଣ ସମ୍ପାଦକ  ଅନିଲ କୁମାର ପରିଡ଼ା ,ଉପଦେଷ୍ଟା ଶିଶିର କୁମାର ପାଢ଼ୀ, କାର୍ଯ୍ୟ କାରୀ ସଭାପତି ଜ୍ୟୋତି ପ୍ରକାଶ ରଥ  ଉପସଭାପତି ସୁଶାନ୍ତ କୁମାର ବରାଳ ,ଜିଲ୍ଲା ଆଇନଜୀବୀ ସଂଘ ବାରିପଦା ର ସଭାପତି ପ୍ରଦୀପ କୁମାର ରଥ ,ସେକ୍ରେଟାରୀ ବିପ୍ଳବ ବାରିକ , ଉପସଭାପତି ସୁଜାତା ମିଶ୍ର ଏବଂ ସବୁ ସଦସ୍ୟ ମାନକ ସହିତ ଓଡ଼ିଶା ବିଭିନ୍ନ ପ୍ରାନ୍ତର ଆଇନଜବୀମାନେ ଉପସ୍ଥିତ ଥିଲେ। ବାରିପଦା ଠାରେ ମହାସମାରୋହରେ ପାଳନ କରାଯିବା ।ଏଥିରେ ଓଡ଼ିଶାର ରାଜ୍ୟପାଳ , ସୁପରୀମକୋର୍ଟ ର ବିଚାରପତି, ଓଡିଶା ଉଚନ୍ୟାଳୟ ର   ମାନ୍ୟବର ବିଚାରପତିମାନେ,ଅଲ୍ ଇଣ୍ଡିଆ ବ।ର ର ସଭାପତି, ମାନ୍ୟବର ମନ୍ତ୍ରୀ , ବିଧାୟକ ବିଭିନ୍ନ ଅଥିତି  ମାନେ ଉପସ୍ଥିତ ରହିବେ।
ଉକ୍ତ ସଭାରେ ନିଖିଳ ଓଡ଼ିଶା ଆଇନଜୀବି ସଂଘର ଅଭିଜିତ ଦାସ, ବିଶିଷ୍ଟ ଆଇନଯିବି ଡା. ବିପ୍ଳବ ସିଲାଦିତ୍ୟ , ଜଗଦୀପ ସାହୁ ,ତ୍ରିଲୋଚନ ବରାଳ,ସୁନିଲ କୁମାର ଜେନା ,ନିରଞ୍ଜନ ନାୟକ ,ପ୍ରଦୀପ ପଟ୍ଟନାୟଙ୍କ ଓ  ପ୍ରଦୀପ ପଣ୍ଡା ଉପସ୍ଥିତ ଥିଲେ।