BSNL ସହ MTNLର ମିଶ୍ରଣକୁ କ୍ୟାବିନେଟ ମଂଜୁରୀ

BSNL ସହ MTNLର ମିଶ୍ରଣକୁ କ୍ୟାବିନେଟ ମଂଜୁରୀ

BSNL ସହ MTNLର ମିଶ୍ରଣକୁ କ୍ୟାବିନେଟ ମଂଜୁରୀ
ନୂଆଦିଲ୍ଲୀ:ବିଏସଏନକୁ ବଂଚାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି । କେନ୍ଦ୍ର କ୍ୟାବିନେଟ ବିଏସଏନଏଲ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ବିଏସଏନଏଲ ସହ ଏମଟିଏନଏଲର ମିଶ୍ରଣକୁ କ୍ୟାବିନେଟର ମଂଜୁରୀ ମିଳିଛି । ୪ଜି ସେବା ଆରମ୍ଭ ସହ କର୍ମଚାରୀଙ୍କୁ ଭିଆରଏସ ନେଇ ମଂଜୁରୀ ମିଳିଛି । ବିଏସଏନଏଲରୁ ପୁଞ୍ଜି ପ୍ରତ୍ୟାହାର ନ କରିବାକୁ କ୍ୟାବିନେଟ ନିଷ୍ପତି ନେଇଛି ।