ସ୍ମରଣ ଶକ୍ତି ବଢାଏ ଦୁବ ଘାସ
ଆପଣ ଜାଣନ୍ତି କି? ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଅଭ୍ୟାସକରି ପ୍ରତିଦିନ ସକାଳେ ଖାଲିପାଦରେ ଘାସରେ ଚାଲିଲେ ଅନେକ ଉପକାର ମିଳିଥାଏ । ଘାସ ଉପରେ ପଡ଼ିଥିବା କାକର ପାଦରେ ଲାଗିଲେ ମସ୍ତିଷ୍କର କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ । ଫଳରେ ଚିନ୍ତା ଓ ବିଚାର ଶକ୍ତି ବିକଶିତ ହୋଇପାରିବ । ଏହାଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ପାଚନ କ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପଡେ । ହାଇପୋଥାଲାମସ୍ ଏହାଦ୍ୱାରା ସକ୍ରିୟ ହୋଇ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ସହିତ ହରମୋନ କ୍ଷରଣକୁ ନିୟନ୍ତ୍ରିତ କରେ ।




admin 