କେଜ୍ରିୱାଲଙ୍କୁ ମିଳିବ କି ଆଶ୍ୱସ୍ତି? ଆଜି ହବ ସୁପ୍ରିମକୋର୍ଟରେ ଶୁଣାଣି।

କେଜ୍ରିୱାଲଙ୍କୁ ମିଳିବ କି ଆଶ୍ୱସ୍ତି? ଆଜି ହବ ସୁପ୍ରିମକୋର୍ଟରେ ଶୁଣାଣି।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ ଓ ଅଟକ ରଖିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୯ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବାକୁ ଯାଉଛି। ତାଙ୍କୁ ଆଜି ଆଶ୍ୱସ୍ତି ମିଳୁଛି କି ନାହିଁ ତାହା ଉପରେ ନଜର ରହିଛି ।