କେନ୍ଦ୍ରର ରାଫେଲ୍ ବିଜୟ

କେନ୍ଦ୍ରର ରାଫେଲ୍ ବିଜୟ

କେନ୍ଦ୍ରର ରାଫେଲ୍ ବିଜୟ
ନୂଆଦିଲ୍ଲୀ:ରାଫେଲ୍ ମାମଲାରେ ମୋଦି ସରକାରଙ୍କ ବଡ ବିଜୟ ହୋଇଛି । ରାଫେଲ ମାମଲାର ରିଭୁ୍ୟ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । ରାଫେଲ ଡିଲ୍ ର ଯାଂଚ ପାଇଁ ରିଭୁ୍ୟ ପିଟିସନ ଖାରଜ କରିଛନ୍ତି । ରାଫେଲ ଡିଲରେ ଅନିୟମତତା ହୋଇଥିବା ଯୁକ୍ତି ଖାରଜ । କୌଣସି ଯାଂଚ କିମ୍ବା ଏଫଆଇଆର ଆବଶ୍ୟତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।