ଆକ୍ସନ ମୁଡରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ୍

ଆକ୍ସନ ମୁଡରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ୍

ଆକ୍ସନ ମୁଡରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ୍କ

ଟକ ଶିଶୁ ଭବନ ୱାର୍ଡ କ୍ୟାମ୍ପସ, ସଫେଇ, ନୂଆ ବିଲଡିଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି, ବେଡ ସଂଖ୍ୟା ବୃଦ୍ଧି, ନୂଆ କର୍ମଚାରୀ ନିଯୁକ୍ତି, ଫାୟାର ସେଫଟି ବ୍ୟବସ୍ଥା ନେଇ ଶିଶୁଭବନ କତୃପକ୍ଷ ଙ୍କ ସହ ଆଲୋଚନା କରିଛନ୍ତି କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦୋଷ । ତେବେ ଗତ କିଛି ଦିନ ତଳେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଶିଶୁଭବନ ପରିଦର୍ଶନରେ ଆସି ୱାର୍ଡରେ ଶିଶୁଙ୍କ ବ୍ୟବହାର ପାଇଁ ଥିବା ଶୌଚାଳୟ ପରିଷ୍କାର ରହୁ ନ ଥିବା ଶିଶୁଭବନ କତୃପକ୍ଷ ଙ୍କୁ ଦର୍ଶାଇଥିଲେ । ଏନେଇ ଶିଶୁଭବନ ଅଧୀକ୍ଷକ ଡାକ୍ତର ପି କେ ଜେନା କହିଛନ୍ତି କମିଟି ଆସିବା ଦିନ ପୁରୁଣା ୱାର୍ଡ ରେ ରୋଗୀ ସଂଖ୍ୟା ଟିକେ ଅଧିକ ରହିଥିବା ଯୋଗୁଁ ସଫେଇ ରେ ଟିକେ ସମସ୍ୟା ହୋଇଥିଲା ହେଲେ ଏବେ ସଫେଇ ବ୍ୟବସ୍ଥା ସବୁ ସ୍ଵାଭାବିକ୍ ଅଛି ।