ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଗୁରୁତର

ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଗୁରୁତର

ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଗୁରୁତର
ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଗୁରୁତର

ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ ଗୁରୁତର । କୁଷ୍ଣ ଲୀଳା ଗାୟକ ଗୁରୁ ଗୋପୀନାଥ ସ୍ବାଇଁ ଗୁରୁତର । ଗୁରୁତର ଅବସ୍ଥାରେ ତାଙ୍କୁ ଏସ ସି ବି ରେ ଭର୍ତ୍ତି କରାଯାଇଛି । ତାଙ୍କୁ ବର୍ତ୍ତମାନ ୧୦୭ ବୟସ । ତାଙ୍କ ଅବସ୍ଥା ଗୁରୁତର ହୋଇଥିବା ଯୋଗୁ ତାଙ୍କୁ ଆଜି କଟକ SCB ରେ ଆଡମିଟ କରାଯାଇଛି । ତେବେ ଗୋପୀନାଥ ମେଡ଼ିସିନ୍ ବିଭାଗରେ ଚିକିତ୍ସତ ହେଉଛନ୍ତି । ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଗୋପୀନାଥଙ୍କ ନାତି ଅମିତ୍ ସ୍ବାଇଁ  ।