ଅଯୋଧ୍ୟା ରାୟ ଶୁଣାଣି ଆରମ୍ଭ

ଅଯୋଧ୍ୟା ରାୟ ଶୁଣାଣି ଆରମ୍ଭ

ଅଯୋଧ୍ୟା ରାୟ ଶୁଣାଣି ଆରମ୍ଭ
ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଣି ଆରମ୍ଭ ହୋଇଛି । କୋର୍ଟ ନଂ-୧ରେ ଆରମ୍ଭ ହେଲା ରାୟ ଶୁଣାଣି । ସର୍ବ ସମ୍ମତିରେ ରାୟ ଆସିବ ବୋଲି କହିଲେ ମୁଖ୍ୟ ବିଚାରପତି । ସିଆ ୱାକଫ୍ ବୋର୍ଡର ସିଙ୍ଗଲ ଲିଭ୍ ପିଟିସନ ଖାରଜ ହୋଇଛି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଯେ, ବାବ୍ରି ମସଜିଦ ମିର୍ ବାକି ତିଆର କରିଥିଲେ । ରାୟ ଶୁଣାଇବା ପାଇଁ ୩୦ ମିନିଟ୍ ସମୟ ଲାଗିବ । କୋର୍ଟରେ ୫ ଜଣ ବିଚାରପତି ଉପସ୍ଥିତ ରହିଛନ୍ତି । ୧୯୪୬ ଫୈଜବାଦ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ହୋଇଥିଲା । ନିର୍ମୋହୀ ଆଖଡାର ଆବେଦନ ଖାରଜ କଲେ କୋର୍ଟ ।