ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ, ୨ ଗିରଫ

ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ, ୨ ଗିରଫ

ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ, ୨ ଗିରଫ
ଭୁବନେଶ୍ୱର: ଅଶ୍ଳୀଳ ଭିଡିଓ ନାମରେ ବ୍ଲାକମେଲିଂ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ ନାମରେ ୫୦ ହଜାର ଟଙ୍କା ଦାବି କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ନୟାପଲ୍ଲୀ ଥାନା ପୁଲିସ ଏକ ହୋଟେଲର ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏକ ପାର୍ଟିକୁ ହୋଟେଲ ଆସିଥିବା ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୁଟିଂ ହୋଇଥିବା ଅଭିଯୋଗ ହୋଇଛି ।