ଆଜି ସୁସ୍ଥ ହେଲେ ଆଉ ୮୦ଜଣ କରୋନୋ ଆକ୍ରାନ୍ତ ।

ଆଜି ସୁସ୍ଥ ହେଲେ ଆଉ ୮୦ଜଣ କରୋନୋ ଆକ୍ରାନ୍ତ ।

ଆଜି ସୁସ୍ଥ ହେଲେ ଆଉ ୮୦ଜଣ କରୋନୋ ଆକ୍ରାନ୍ତ ।
ରାଜ୍ୟ ପାଇଁ ଆସିଲା ଭଲ ଖବର । ଆଜି ସୁସ୍ଥ ହେଲେ ଆଉ ୮୦ଜଣ କରୋନୋ ଆକ୍ରାନ୍ତ । ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ସେହିଭଳି ବଢୁଛି । ରାଜ୍ୟରେ ବର୍ତ୍ତମାନ ପର୍ୟ୍ୟନ୍ତ ମୋଟ୍ ୧୩୨୫ ଜଣ ସୁସ୍ଥ ହୋଇସାରିଲେଣି । ତେବେ ଆଜି ସୁସ୍ଥ ହୋଇଥିବା ୮୦ଜଣଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୬ ଜଣ, ମାଲକାନଗିରି ଜିଲ୍ଲାରୁ ୧୬ ଜଣ, କଟକ ଜିଲ୍ଲାରୁ ୭ ଜଣ, ନୟାଗଡ ଜିଲ୍ଲା ଜିଲ୍ଲାରୁ ୩ ଜଣ, ସୋନପୁର ଜିଲ୍ଲାରେ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, କନ୍ଧମାଳ ଜିଲ୍ଲାରୁ ୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ, ବଳାଙ୍ଗୀର ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ଜଣେ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ରହିଛନ୍ତି ।